OR/661023 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏକ ଶିଶୁ, ଅଗ୍ନିର ବିଜ୍ଞାନ ନ ଜାଣି, ଅଗ୍ନିର ଭୌତିକ ସମ୍ବିଧାନ ବିଷୟରେ ଜାଣି ନ ଥିଲେ, ଯଦି ସେ ନିଆଁକୁ ଛୁଇଁଲା, ଅଗ୍ନି କାର୍ଯ୍ୟ କରିବ । ଏବଂ, ମୁଁ କହିବାକୁ ଚାହେଁ, ଜଣେ ମହାନ ବୈଜ୍ଞାନିକ, ଯିଏକି ଏହି ଅଗ୍ନି ବିଷୟରେ ଭୌତିକ ଜ୍ଞାନ ଅଛି, ଯଦି ସେ ମଧ୍ୟ ନିଆଁକୁ ଛୁଇଁଥାଏ, ସେ ପାଇବେ ..., ସେ ମଧ୍ୟ ଜଳିବେ । ତେଣୁ କୃଷ୍ଣ ଚେତନା ଏତେ ସୁନ୍ଦର ଯେ ତୁମେ ଏହା ବିଷୟରେ କୌଣସି ଦର୍ଶନ କିମ୍ବା ବିଜ୍ଞାନ ବୁଝି ନ ପାରି ଗ୍ରହଣ କର - ଏହା କାର୍ଯ୍ୟ କରିବ । କିନ୍ତୁ ଯଦି ତୁମେ ଏହାକୁ ଦର୍ଶନ କିମ୍ବା ବିଜ୍ଞାନ ମାଧ୍ୟମରେ ବୁଝିବାକୁ ଚାହୁଁଛ, ଆମକୁ ଭଗବଦ୍-ଗୀତାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ।"
661023 - ପ୍ରବଚନ BG 07.28-8.6 - ନିୟୁର୍କ