OR/661116 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ, ଜୀବତ୍ମା ଭାବରେ, ଆମେ ସର୍ବୋଚ୍ଚ, ସତ-ଚିତ-ଆନନ୍ଦଙ୍କର ଅଂଶ ବିଶେଷ । ଆମେ ଆନନ୍ଦ ଚାହୁଁ। ତେଣୁ, ଅବ୍ୟକ୍ତିଗତ ସୁବିଧା ଆମକୁ ସେହି ଆନନ୍ଦ ପ୍ରଦାନ କରେ ନାହିଁ ଯାହା ଆମେ ଚାହୁଁ, ଯାହା ଆମର ଇଛା । ସେହି ଆନନ୍ଦ ଆଧ୍ୟାତ୍ମିକ ଜଗତରେ ଉପଲବ୍ଧ । ଯଦି ଆପଣ କୌଣସି ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରନ୍ତି, ତେବେ ସେହି ଆଧ୍ୟାତ୍ମିକ ସୁଖ ଏବଂ ଆନନ୍ଦର ଆଦାନପ୍ରଦାନ ଆପଣ ପାଇପାରିବେ ।"
661116 - ପ୍ରବଚନ BG 08.14-15 - ନିୟୁର୍କ