OR/661118 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ, ଏହି ବସ୍ତୁ ଆକାଶ ଏବଂ ଆଧ୍ୟାତ୍ମିକ ଆକାଶ ବିଷୟରେ ଅନେକ ଜ୍ଞାନ ଅଛି । ଶ୍ରୀମଦ୍-ଭଗବତମ୍, ଦ୍ୱିତୀୟ ସ୍କନ୍ଧରେ, ଆପଣ ଆଧ୍ୟାତ୍ମିକ ଆକାଶର ବର୍ଣ୍ଣନା ପାଇବେ, ଏହା କେଉଁ ପ୍ରକୃତି, କେଉଁ ପ୍ରକାରର ଲୋକ ସେଠାରେ ରହନ୍ତି, ସେମାନଙ୍କର ବୈଶିଷ୍ଟ୍ୟ କ’ଣ - ସବୁକିଛି। ଏପରିକି ଆମେ ସୂଚନା ପାଇଥାଉ ଯେ ଆଧ୍ୟାତ୍ମିକ ଆକାଶରେ ବିମାନ, ଆଧ୍ୟାତ୍ମିକ ବିମାନ, ଆଧ୍ୟାତ୍ମିକ ଆକାଶରେ ଅଛି ଏବଂ ଜୀବତ୍ମା ମାନେ ମଧ୍ୟ ସେମାନେ ମୁକ୍ତ ଅଟନ୍ତି। ସେମାନେ ସେହି ବିମାନରେ ଆଧ୍ୟାତ୍ମିକ ଆକାଶରେ ଯାତ୍ରା କରନ୍ତି, ଏବଂ ବିଜୁଳି ପରି ଏହା ବହୁତ ସୁନ୍ଦର ଅଟେ । ବର୍ଣ୍ଣନା ହେଉଛି ... ସେମାନେ ବିଜୁଳି ପରି ଭ୍ରମଣ କରନ୍ତି। ତେଣୁ ସବୁକିଛି ସେଠାରେ ଅଛି । ଏହା କେବଳ ଅନୁକରଣ ଅଟେ । ଏହି ଭୌତିକ ଆକାଶ ଏବଂ ସବୁକିଛି, ଯାହା ଯାହା ତୁମେ ଦେଖୁଛ - ସମସ୍ତ ଅନୁକରଣ, ଛାୟା । ଏହା ଛାୟା ।"
661118 - ପ୍ରବଚନ BG 08.20-22 - ନିୟୁର୍କ