OR/661121 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକୌଣସି ଦେଶର ଶାସ୍ତ୍ର, କେବଳ ଏହି ଭଗବଦ୍-ଗୀତା ନୁହେଁ, ଯେକୌଣସି ଶାସ୍ତ୍ର, ସେମାନେ କିପରି ଆମକୁ ଭଗବାନଙ୍କ ପାଖକୁ ଫେରାଇ ନେବେ ତାହା ଲକ୍ଷ୍ୟ ରଖିଛନ୍ତି। ତାହା ହେଉଛି ଉଦ୍ଦେଶ୍ୟ।"
661121 - ପ୍ରବଚନ BG 08.28-09.02 - ନିୟୁର୍କ