OR/661122 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ଆମର ଶିକ୍ଷାର ଅଗ୍ରଗତି ପାଇଁ ଆମେ ଅତ୍ୟଧିକ ଗର୍ବିତ। କିନ୍ତୁ ଯଦି ଆପଣ ବିଭିନ୍ନ ବ୍ୟକ୍ତିଙ୍କଠାରୁ ପଚାରନ୍ତି ଯେ ଆପଣ କ’ଣ? ଖୁବ କମ ସେ କ’ଣ ବୋଲି ଉତ୍ତର ଦେବେ । ସମସ୍ତେ ଏହି ଶରୀରର ଧାରଣାରେ ଅଛନ୍ତି। କିନ୍ତୁ ଆମେ ପ୍ରକୃତରେ ଏହି ଶରୀର ନୁହଁ। ଏହି ପ୍ରଶ୍ନ ଆମେ ବିଭିନ୍ନ ଥର ଆଲୋଚନା କରିଛୁ, ଅନେକ ଥର । ତେଣୁ ଏହି ପରୀକ୍ଷା ଉତ୍ତୀର୍ଣ କରିବା ପରେ 'ମୁଁ ଏହି ଶରୀର ନୁହେଁ' , ତା’ପରେ ସିଏ ପ୍ରକୃତ ଜ୍ଞାନକୁ ଆସେ । ତାହା ହେଉଛି ପ୍ରକୃତ ଜ୍ଞାନ, 'ମୁଁ କ’ଣ' । ତାହା ହେଉଛି ଆରମ୍ଭ । ତେଣୁ ଭଗବାନ କୃଷ୍ଣ ବର୍ତ୍ତମାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି, ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ସେ କହୁଛନ୍ତି, 'ଏହା ହେଉଛି ରାଜ-ବିଦ୍ୟା। ରାଜ-ବିଦ୍ୟା ଅର୍ଥାତ୍ ସେ ନିଜକୁ ଜାଣିବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବା । ଏହାକୁ ରାଜ-ବିଦ୍ୟା କୁହାଯାଏ ।"
661122 - ପ୍ରବଚନ BG 09.02 - ନିୟୁର୍କ