OR/661202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତା ରେ (BG 9.4) ଏହା ଭଗବାନଙ୍କ ଦ୍ଵାରା କୁହାଯାଇଛି, ମାୟା ତତମ୍ ଇଦଂ ସର୍ଵମ ଜଗତ୍ ଅବ୍ୟକ୍ତ-ମୂର୍ତ୍ତିନା:'ମୁଁ ସମଗ୍ର ବ୍ରହ୍ମାଣ୍ଡରେ ବ୍ୟାପିଛି, ସମଗ୍ର ଜଗତରେ, ମୋର ଅବ୍ୟକ୍ତ ରୂପରେ' । ମତ୍ସ୍ଥାନି ସର୍ବ ଭୂତାନି ନ ଚାହଂ ତେଷ୍ୱବସ୍ଥିତଃ: 'ସବୁକିଛି ମୋ ଉପରେ ଅଛି, କିନ୍ତୁ ମୁଁ ସେଠାରେ ନାହିଁ। ' ପଶ୍ୟ ମେ ଯୋଗମୈଶ୍ୱରମ୍ (BG 9.5) । ତେଣୁ ଏହା ଏକାସାଙ୍ଗରେ ଏକ ଏବଂ ଭିନ୍ନ, ଏହି ଦର୍ଶନ, ପ୍ରଭୁ ଚୈତନ୍ୟଙ୍କ ଦ୍ଵାରା ଗ୍ରହଣ କରାଯାଇଅଛି, କିନ୍ତୁ ଏହା ଭଗବଦ୍-ଗୀତାରେ ମଧ୍ୟ ଗ୍ରହଣ କରାଯାଇଅଛି; ମତ୍ତଃ ପରତରଂ ନାନ୍ୟତ୍କିଞ୍ଚିଦସ୍ତି ଧନଞ୍ଜୟ ( BG 7.7) । କିନ୍ତୁ ଏହି ରୂପ, ଏହି ଦୁଇ ହାତ, ବଂଶୀ ସହ, କୃଷ୍ଣ, କୃଷ୍ଣଙ୍କ ରୂପ, ଏହା ବ୍ୟତୀତ ଆଉ କିଛି ନାହିଁ
Vanisource:661202 - Lecture BG 09.15-18 - New York