Please join, like or share our Vanipedia Facebook Group
Go to Vaniquotes | Go to Vanisource | Go to Vanimedia


Vanipedia - the essence of Vedic knowledge

OR/661203 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରୀମଦ୍-ଭଗବତମ୍ ରେ ବାରଟି ସ୍କନ୍ଧ ଅଛି। ଦଶମ ସ୍କନ୍ଧରେ କୃଷ୍ଣଙ୍କ ଆବିର୍ଭାବ ଏବଂ ତାଙ୍କର କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରାଯାଇଛି, ଦଶମ ସ୍କନ୍ଧରେ । ଏବଂ ଭଗବାନ କୃଷ୍ଣଙ୍କ କାର୍ଯ୍ୟକଳାପ ଏବଂ ଜୀବନ ବିଷୟରେ ଉଲ୍ଲେଖ ହେବା ପୂର୍ବରୁ ନଅଟି ସ୍କନ୍ଧ ଅଛି। ତେବେ କାହିଁକି? ବର୍ତ୍ତମାନ, ଦଶମେ ଦଶମାମ୍ ଲକ୍ଷମ୍ ଆଶ୍ରିତାଶ୍ରୟ-ବିଗ୍ରହମ୍ । ବର୍ତ୍ତମାନ, କୃଷ୍ଣଙ୍କୁ ବୁଝିବାକୁ ହେଲେ ଆମକୁ ଏହି ସୃଷ୍ଟି କ’ଣ, ଏହି ସୃଷ୍ଟି କିପରି ଚାଲିଛି, କାର୍ଯ୍ୟକଳାପ କ’ଣ, ଆଧ୍ୟାତ୍ମିକ ଜ୍ଞାନ କ’ଣ, ଦର୍ଶନ କ’ଣ, ତ୍ୟାଗ କ’ଣ, ମୁକ୍ତି କ’ଣ । ଏହି ସମସ୍ତ ଜିନିଷ ଆମକୁ ଅତି ସୁନ୍ଦର ଭାବରେ ଶିଖିବାକୁ ପଡିବ। ଏଗୁଡିକ ସମ୍ପୂର୍ଣ୍ଣ ରୂପେ ଶିଖିବା ପରେ ତୁମେ କୃଷ୍ଣଙ୍କୁ ବୁଝି ପାରିବ ।"
661203 - ପ୍ରବଚନ CC Madhya 20.146-151 - ନିୟୁର୍କ