OR/661204 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ ଗତି ଅଟନ୍ତି। ଗତିର ଅର୍ଥ ହେଉଛି ଗନ୍ତବ୍ୟସ୍ଥଳ। ଆମର ଗନ୍ତବ୍ୟ ସ୍ଥଳ କ’ଣ ଆମେ ଜାଣି ନାହୁଁ। ଆମର ଅଜ୍ଞତା ହେତୁ, ଭ୍ରମାତ୍ମକ ଶକ୍ତି ଦ୍ୱାରା ଅତିଷ୍ଠ ହୋଇଯିବା ହେତୁ ଆମେ ଜୀବନର ଲକ୍ଷ୍ୟସ୍ଥଳ କ’ଣ ଜାଣି ନାହୁଁ। ନ ତେ ବିଦୁଃ ସ୍ଵାର୍ଥ-ଗତିଂ ହି ବିଷ୍ଣୁଂ ( SB 7.5.31)। ଲୋକମାନେ ସେମାନଙ୍କର ଜୀବନର ଲକ୍ଷ୍ୟ କ’ଣ ଜାଣନ୍ତି ନାହିଁ। ଜୀବନର ଲକ୍ଷ୍ୟ ହେଉଛି ପରମପୁରୁଷ ଭଗବାନଙ୍କ ସହିତ, ତାଙ୍କର ହଜିଯାଇଥିବା ସମ୍ପର୍କକୁ ପୁନଃ ସ୍ଥାପିତ କରିବା
Vanisource:661204 - Lecture BG 09.18-19 - New York