OR/670103 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ଏହି ଯୁଗର ଲୋକମାନେ, କଳି-ଯୁଗ, ସେମାନେ ଦୁର୍ଭାଗ୍ୟଜନକ। ସେମାନଙ୍କର ବର୍ଣ୍ଣନା ଶ୍ରୀମଦ୍-ଭାଗବତମ୍, ଦ୍ୱିତୀୟ ଅଧ୍ୟାୟ, ପ୍ରଥମ ସ୍କନ୍ଧରେ ଦିଆଯାଇଛି (Vanisource:SB 1.2: Divinity and Divine Service।SB 1.2), ଯେ ଲୋକମାନେ ସ୍ୱଳ୍ପ ଜୀବନଯାପନ କରନ୍ତି, ସେମାନଙ୍କର ଜୀବନ ଅବଧି ବହୁତ କମ୍, ଏବଂ ସେମାନେ ଆଧ୍ୟାତ୍ମିକ ହୃଦୟଙ୍ଗମ କରିବାରେ ବହୁତ ମନ୍ଥର ଅଟନ୍ତି । ମାନବ ଜୀବନର ରୂପ ବିଶେଷ ଭାବରେ ଆଧ୍ୟାତ୍ମିକ ହୃଦୟଙ୍ଗମ ପାଇଁ ଉଦ୍ଦିଷ୍ଟ, କିନ୍ତୁ ସେମାନେ ସେହି ଲକ୍ଷ୍ୟକୁ ଭୁଲି ଯାଇଛନ୍ତି । ସେମାନେ ଅତ୍ୟନ୍ତ ଗମ୍ଭୀର, ଏଇ ଶରୀରର ରକ୍ଷଣାବେକ୍ଷଣ ଆବଶ୍ୟକତା ବିଷୟରେ, ଯାହା ସେ ନୁହେଁ। ଏବଂ ଯଦି କେହି ଆଧ୍ୟାତ୍ମିକ ହୃଦୟଙ୍ଗମ କରିବାର ସ୍ୱାଦ ପାଇବାକୁ ଆଗ୍ରହୀ, ତେବେ ସେମାନେ ଭୁଲ୍ ମାର୍ଗଦର୍ଶନ କରନ୍ତି। "
670103 - ପ୍ରବଚନ CC Madhya 21.01-10 - ନିୟୁର୍କ