OR/670104 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଗୋପାଳ ବାଳକମାନେ, ସେମାନଙ୍କ ହାତରେ ଏକ ବାଡ଼ି ଅଛି, ଭେତ୍ର । ଏବଂ ସେମାନ ପ୍ରତ୍ୟେକଙ୍କ ପାଖରେ ବଂଶୀ ମଧ୍ୟ ଅଛି। ଭେତ୍ର ବେଣୁ ଦଳ । ଏବଂ ଏକ କମଲ ଫୁଲ, ଏବଂ ଶିଙ୍ଗା । ଶିଙ୍ଗା ବସ୍ତ୍ର । ଏବଂ ସୁନ୍ଦର ବସ୍ତ୍ର ପରିଧାନ କରିଛନ୍ତି । ଏବଂ ଅଳଙ୍କାରରେ ପରିପୂର୍ଣ୍ଣ । ଯେପରି କୃଷ୍ଣ ପରିଧାନ କରିଛନ୍ତି, ସେହିଭଳି, ତାଙ୍କର ସାଙ୍ଗଗଣ, ଗୋପାଳ ବାଳକ ମାନେ, ସେମାନେ ମଧ୍ୟ ପରିଧାନ କରନ୍ତି । ଆଧ୍ୟାତ୍ମିକ ଦୁନିଆରେ, ଯେତେବେଳେ ଆପଣ ଯାଆନ୍ତି, ଆପଣ ବୁଝିପାରିବେ ନାହିଁ ଯେ କୃଷ୍ଣ କିଏ ଏବଂ କିଏ କୃଷ୍ଣ ନୁହେଁ । ସମସ୍ତେ କୃଷ୍ଣ ପରି ଅଟନ୍ତି। "
670104 - ପ୍ରବଚନ CC Madhya 21.13-48 - ନିୟୁର୍କ