OR/670108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଜ୍ଞାନ ବିନା ଆମେ ସୁଖୀ ହୋଇପାରିବା ନାହିଁ। କିନ୍ତୁ ସ୍ୱଭାବରେ ଆମେ ସୁଖୀ ଅଟୁ। ତାଙ୍କ ବ୍ରହ୍ମ-ସୂତ୍ରରେ, ବେଦାନ୍ତ-ସୂତ୍ରରେ ଏହା ଦର୍ଶାଯାଇଛି ଯେ, ଆନନ୍ଦାମୟୋ ଅଭ୍ୟାସାତ । ପ୍ରତ୍ୟେକ ଜୀବ, ବ୍ରହ୍ମ । ଜୀବତ୍ମା, ସେମାନେ ବ୍ରହ୍ମ, ଏବଂ କୃଷ୍ଣ ମଧ୍ୟ ପର-ବ୍ରହ୍ମ । ତେଣୁ ବ୍ରହ୍ମ ଏବଂ ପର-ବ୍ରହ୍ମ, ଦୁହେଁ ସ୍ୱଭାବରେ ଆନନ୍ଦିତ । ସେମାନେ ଆନନ୍ଦ, ଉପଭୋଗ ଚାହାଁନ୍ତି । ତେଣୁ ଆମର ଆନନ୍ଦ କୃଷ୍ଣ ସହିତ ଜଡିତ, ଠିକ୍ ଅଗ୍ନି ଏବଂ ଅଗ୍ନି ସ୍ଫୁଲିଙ୍ଗ ପରି । ନିଆଁର ସ୍ଫୁଲିଙ୍ଗ, ଅଗ୍ନି ସହିତ ଯେତେ ପର୍ଯ୍ୟନ୍ତ ଦେଖାଯାଏ, ଏହା ସୁନ୍ଦର ଅଟେ । ଏବଂ ନିଆଁର ସ୍ଫୁଲିଙ୍ଗ ମୂଳ ନିଆଁରୁ ଖସିଯିବା ମାତ୍ରେ, ଓହ, ଏହା ଲିଭିଗଲା, ଆଉ ସୁନ୍ଦର ନୁହେଁ । "
670108 - ପ୍ରବଚନ CC Madhya 22.06-10 - ନିୟୁର୍କ