OR/670110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ ପ୍ରଭୁ ଚୈତନ୍ୟ କହିଛନ୍ତି ଯେ କୃଷ୍ଣ-ଭକ୍ତି ହୟ ଅଭିଧେୟ-ପ୍ରଧାନ ( CC Madhya 22.17) । ଆତ୍ମ-ହୃଦୟଙ୍ଗମ ପାଇଁ, ଯଦି ଆପଣ ନିଜକୁ ହୃଦୟଙ୍ଗମ କରିବାକୁ ଚାହାଁନ୍ତି କିମ୍ବା ଯଦି ଆପଣ ଏହି ଭୌତିକ ବନ୍ଧନ ବାହାରକୁ ଯିବାକୁ ଚାହାଁନ୍ତି, ତେବେ ମୁଖ୍ୟ କାର୍ଯ୍ୟ ହେଉଛି କୃଷ୍ଣ ଚେତନାରେ ରହିବା ଏବଂ ସିଧାସଳଖ ପ୍ରଭୁଙ୍କ ସେବାରେ ନିୟୋଜିତ ହେବା । ଏବଂ ଭକ୍ତି-ମୁଖ-ନିରୀକ୍ଷକ କର୍ମ-ଯୋଗ-ଜ୍ଞାନ । ଏବଂ ଅନ୍ୟାନ୍ୟ ପ୍ରକ୍ରିୟା, ସେମାନେ ମଧ୍ୟ ସ୍ୱୀକୃତିପ୍ରାପ୍ତ, କିନ୍ତୁ ସେମାନେ ଏହି ପ୍ରକ୍ରିୟା ଉପରେ ନିର୍ଭରଶୀଳ ।"
670110 - ପ୍ରବଚନ CC Madhya 22.14-19 - ନିୟୁର୍କ