OR/670111 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁମାନେ ପ୍ରକୃତରେ ଭକ୍ତି ସେବାରେ, କୃଷ୍ଣ ଚେତନାରେ ଅଛନ୍ତି, ସେମାନଙ୍କର ଜ୍ଞାନର ଅଭାବ ରହିବ ନାହିଁ କାରଣ ଆପଣ ଭଗବଦ୍-ଗୀତାରେ ପାଇବେ ଯାହା ଭଗବାନ କହିଛନ୍ତି,
ତେସାଂ ସତତ-ଯୁକ୍ତାନାଂ
ଭଜତାଂ ପ୍ରୀତି-ପୂର୍ବକଂ ।
ଦାଦାମି ବୁଦ୍ଧି-ଯୋଗ ତଂ
ୟେନ ମାଂ ଉପୟାନ୍ତି ତେ
(BG 10.10)

ଯେଉଁମାନେ କୃଷ୍ଣଙ୍କର ଦିବ୍ୟ ପ୍ରେମ ସେବାରେ ନିୟୋଜିତ ଅଛନ୍ତି, ସେମାନଙ୍କ ପାଇଁ ଜ୍ଞାନ ସ୍ୱୟଂଚାଳିତ ଭାବରେ ଭିତରୁ ଆସିଥାଏ କାରଣ କୃଷ୍ଣ ଆମ ଭିତରେ ଅଛନ୍ତି

Vanisource:670111 - Lecture CC Madhya 22.21-28 - New York