OR/670115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଯେପରି ..., ଯେଉଁଠାରେ ସୂର୍ଯ୍ୟ କିରଣ ଅଛି, ଅନ୍ଧକାର ହୋଇପାରିବ ନାହିଁ । ତାହା ଏକ ସତ୍ୟ । ଆପଣ କହିପାରିବେ ନାହିଁ, "ଓଃ, ସୂର୍ଯ୍ୟ କିରଣ ଏବଂ ଅନ୍ଧକାର, ଏକାସାଙ୍ଗରେ ଦୁହେଁ ବିଦ୍ୟମାନ ।" ନା। ପ୍ରକୃତରେ ଖୋଲା ସୂର୍ଯ୍ୟ କିରଣରେ କୌଣସି ଅନ୍ଧକାର ରହିପାରିବ ନାହିଁ । ଠିକ୍ ସେହିପରି, ତୁମେ କୃଷ୍ଣ ଚେତନ ହେବା ମାତ୍ରେ କୌଣସି ଅନ୍ଧକାର ହୋଇପାରିବ ନାହିଁ କ’ଣ ବୁଝିବା ପାଇଁ..., ଏହି ଭୌତିକ ଜଗତ ହେଉଛି କଣ । ଏହାର ଅର୍ଥ ଆପଣ ଯେତିକି ଚେତନାରେ ଆଗକୁ ବଢିବେ, ଆପଣ ଏହି ଭୌତିକ ଜଗତର ପ୍ରକୃତିକୁ ଅଧିକ ବୁଝିପାରିବେ।
670115 - ପ୍ରବଚନ CC Madhya 22.27-31 - ନିୟୁର୍କ