OR/670116 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ହେଉଛି ମୂଳ ସୂର୍ଯ୍ୟ; ତେଣୁ ଯେଉଁଠାରେ କୃଷ୍ଣ ଉପସ୍ଥିତ ଥାଆନ୍ତି ସେଠାରେ କୌଣସି ଅଜ୍ଞତା କିମ୍ବା ଭ୍ରମ ରହିପାରିବ ନାହିଁ । ଅନ୍ଧକାରକୁ ଅଜ୍ଞତା, ଭ୍ରମ, ନିଦ୍ରା, ଅଳସୁଆ, ମଦ୍ୟପାନ, ପାଗଳତା ସହିତ ତୁଳନା କରାଯାଏ; ଏସବୁ ଅନ୍ଧକାର । ଯିଏ ତମ ଗୁଣରେ ଅଛି, ଏହି ଜିନିଷଗୁଡ଼ିକ ସେହି ବ୍ୟକ୍ତିଙ୍କଠାରେ ଦୃଶ୍ୟମାନ ହେବ: ଅତ୍ୟଧିକ ନିଦ୍ରା, ଅଳସୁଆ, ଅଜ୍ଞ । ଠିକ୍ ବିପରୀତ, ଜ୍ଞାନର ବିପରୀତ ସଂଖ୍ୟା । ତେଣୁ ଏମାନଙ୍କୁ ଅନ୍ଧକାର କୁହାଯାଏ । ତେଣୁ ଯଦି ପ୍ରକୃତରେ ଜଣେ କୃଷ୍ଣ ଚେତନାରେ ଥାଏ, ତେବେ ଏହି ଗୁଣଗୁଡ଼ିକ ସେହି ବ୍ୟକ୍ତିଙ୍କଠାରେ ଦୃଶ୍ୟମାନ ହେବ ନାହିଁ । ଏହା କୃଷ୍ଣ ଚେତନାରେ ଅଗ୍ରଗତିର ଏକ ପରୀକ୍ଷା । "
670116 - ପ୍ରବଚନ CC Madhya 22.31-33 - ନିୟୁର୍କ