OR/670303 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭାଗବତ-ଧର୍ମର ଅର୍ଥ ହେଉଛି ପରମପୁରୁଷଙ୍କ ସହିତ କାରବାର। ସେଠାରେ ଅନେକ ପ୍ରକାରର କାରବାର ହୋଇଥାଏ। ତେଣୁ ଯେତେବେଳେ ଆମର କାରବାର ପରମପୁରୁଷଙ୍କ ସହିତ ହୋଇଥାଏ, ତାହାକୁ ଭାଗବତ-ଧର୍ମ କୁହାଯାଏ। ଭାଗବତ ଅର୍ଥ ଭଗବାନ୍ ଶବ୍ଦରୁ ଅର୍ଥ। ଭଗବାନ୍ ଅର୍ଥ ହେଉଛି ସେହି ବ୍ୟକ୍ତି। ତାଙ୍କୁ ଭଗବାନ କୁହାଯାଏ । ଜଗତର ଅଧିକାଂଶ ଶାସ୍ତ୍ରରେ ଭଗବାନଙ୍କ ଧାରଣା ଅଛି, କିନ୍ତୁ ପ୍ରକୃତରେ ଭଗବାନଙ୍କର କୌଣସି ସଂଜ୍ଞା ନାହିଁ । କିନ୍ତୁ ଶ୍ରୀମଦ୍-ଭାଗବତମ୍, କାରଣ ଏହା ଭଗବାନଙ୍କ ବିଜ୍ଞାନ ଅଟେ । ଭଗବାନ, ଏଥିରେ ସଂଜ୍ଞା ଅଛି, ଭଗବାନ ଅର୍ଥ କଣ । ସଂଜ୍ଞା ହେଉଛି ଯେ ଜଣେ ବ୍ୟକ୍ତି ଯିଏ ପୂର୍ଣ୍ଣ ଛଅଟି ଯାକ ଐଶ୍ୱର୍ଯ୍ୟ ପାଇଛି, ସେ ହେଉଛନ୍ତି ଭଗବାନ।"
670303 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ