OR/670318b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ପ୍ରଭୁପାଦ: ଦୁଇଟି ସ୍ଲୋଗାନ ଅଛି । ଗୋଟିଏ ହରେ କୃଷ୍ଣ, ହରେ କୃଷ୍ଣ । ଆଉ ଏକ ସଂକ୍ଷିପ୍ତ ହେଲା, ହରି ବୋଲ୍, ହରି ବୋଲ୍ । ଆପଣ ତାହା ମଧ୍ୟ ଅଭ୍ୟାସ କରିପାରିବେ । ହରି ବୋଲ୍।

ଭକ୍ତ: ହରି ବୋଲ।
ପ୍ରଭୁପାଦ: ହଁ । ହରି ... ତାହା ହେଉଛି ହରେ କୃଷ୍ଣର ସଂକ୍ଷିପ୍ତ ରୂପ । ହଁ ହରି ବୋଲ୍ । ହରି ବୋଲର ଅର୍ଥ ହେଉଛି 'ହରିର ନାମ, କିମ୍ବା ପ୍ରଭୁ', ହରି ବୋଲ୍ । ତେଣୁ ଯେତେବେଳେ ବି କିଛି ଅଭିବାଦନ ଆସେ, ଚୈତନ୍ୟ ମହାପ୍ରଭୂ ଉତ୍ତର ଦେଉଥିଲେ, 'ହରି ବୋଲ' ।

670318 - ପ୍ରବଚନ CC Adi 07.149-171 - ସାନ୍ ଫ୍ରାନ୍ସିସ୍କୋ