OR/680306b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବତ୍ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଙ୍କୁ ପରାମର୍ଶ ଦିଅନ୍ତି ଯେ ତସ୍ୟଇବ ହେତୋଃ ପ୍ରୟତେତ କୋବିଦଃ "ଯଦି ତୁମେ ବୁଦ୍ଧିମାନ, ତେବେ ତୁମର କୃଷ୍ଣ ଚେତନାକୁ ଆଗକୁ ନେବା ପାଇଁ ଚେଷ୍ଟା କରିବା ଉଚିତ୍।" । କାହିଁକି? ନ ଲଭ୍ୟତେ ୟଦ ବ୍ରହ୍ମତ୍ମା ଉପରି ଅଧଃ (Vanisource: SB 1.5.18 । ଭା. ୧.୫.୧୮): "କାରଣ ଏହି କୃଷ୍ଣ ଚେତନା ଏତେ ମୂଲ୍ୟବାନ ଏବଂ ବିରଳ ଯେ ଯଦି ତୁମେ ତୁମର ସ୍ପୁଟ୍ନିକ୍ କିମ୍ବା ଅନ୍ୟ କିଛି ଦ୍ୱାରା ସମଗ୍ର ସ୍ଥାନକୁ ଭ୍ରମଣ କର, ତୁମେ ଏହି କୃଷ୍ଣ ଚେତନାକୁ କୌଣସି ସ୍ଥାନରେ ପାଇପାରିବ ନାହିଁ। "
680306 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ