OR/680309 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି କୃଷ୍ଣ ଚେତନା ହେଉଛି ଆଧ୍ୟାତ୍ମିକ କାର୍ଯ୍ୟକଳାପର ପ୍ରତ୍ୟକ୍ଷ ଯୋଗଦାନ। ଏହା ହେଉଛି ରିହାତି। ଏହା ହେଉଛି ଏହି ଯୁଗର ରିହାତି। ବର୍ତ୍ତମାନ ଯୁଗରେ ଧ୍ୟାନ କରିବା ପାଇଁ ଆମକୁ ବହୁତ କମ୍ ସୁଯୋଗ ମିଳିଛି। ଏହା ଅତ୍ୟନ୍ତ କଷ୍ଟକର। ପନ୍ଦର ମିନିଟ୍ ପାଇଁ ତଥାକଥିତ ଧ୍ୟାନଏବଂ ତେଇଶି ଘଣ୍ଟା ସମସ୍ତ ପ୍ରକାରର ନିର୍ବୋଧ କାର୍ଯ୍ୟକଳାପ ଆପଣଙ୍କୁ କଦାପି ସାହାଯ୍ୟ କରିବ ନାହିଁ। ତେଣୁ ଧ୍ୟାନ ବର୍ତ୍ତମାନ ଯୁଗରେ ପ୍ରଶ୍ନର ବାହାରେ। ମୁଁ ମୋର ନିଜ ଇଚ୍ଛାରୁ କହୁ ନାହିଁ; ଏହା ଶାସ୍ତ୍ରରେ ଦର୍ଶାଯାଇଛି। "
680309 - Interview - ସାନ୍ ଫ୍ରାନ୍ସିସ୍କୋ