OR/680310b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କଳି-ଯୁଗ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଯେଉଁଠାରେ କଳି-ଯୁଗ ବହୁତ ପ୍ରତିଷ୍ଠିତ, ଏହି ଚାରୋଟି ଜିନିଷ ଅତ୍ୟନ୍ତ ବିଶିଷ୍ଟ: ଅବରୋଧିତ ଯୌନ ଜୀବନ, ଜୁଆ ଖେଳ ଏବଂ ମାଂସାହାର ଏବଂ ମଦ୍ୟପାନ। ଯେତେବେଳେ ଲୋକମାନେ ଏହି ସମସ୍ତ ନିର୍ବୋଧତା ଅଭ୍ୟାସ କରନ୍ତି, ସେମାନେ ଭାବନ୍ତି , "ଓଃ, ଏଥିରେ କ’ଣ ଭୁଲ୍ ଅଛି?" କିନ୍ତୁ ଏହା ମାନବ ସଭ୍ୟତାର ସବୁଠାରୁ ଘୃଣ୍ୟ ଅଂଶ। ଯିଏ ଏହି ଚାରୋଟି ଜିନିଷରେ ଲିପ୍ତ ଅଛି, ସେମାନେ କଳ୍ପନା କରିପାରିବେ ନାହିଁ ଯେ ସେ କେଉଁଠାରେ ଅଛନ୍ତି ଏବଂ ସେ କିପରି ଏହି ସର୍ତ୍ତମୂଳକ ଜୀବନରୁ ମୁକ୍ତ ହେବେ। ତେଣୁ ଏହା ହେଉଛି ଶୁଦ୍ଧ ପ୍ରକ୍ରିୟା। "
680310 - ପ୍ରବଚନ Initiation - ସାନ୍ ଫ୍ରାନ୍ସିସ୍କୋ