OR/680310 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଦୀକ୍ଷା ଅର୍ଥ ହେଉଛି ଶୁଦ୍ଧତା। ଏହି ଭୌତିକ ଜଗତରେ ଆମେ ସମସ୍ତେ ଅଶୁଚି। କାରଣ ଆମେ ଅଶୁଚି, ତେଣୁ ମୃତ୍ୟୁ, ରୋଗ, ବୃଦ୍ଧାବସ୍ଥା ଏବଂ ଜନ୍ମର ଯନ୍ତ୍ରଣା ଆମକୁ ଅଭିଭୂତ କରେ। ଠିକ୍ ଯେପରି ରୋଗଗ୍ରସ୍ତ ଅବସ୍ଥାରେ - ଆମର ଅଭିଜ୍ଞତା ଅଛି - ବହୁତ ଯନ୍ତ୍ରଣାଦାୟକ ଅବସ୍ଥା, ସେହିପରି ଭାବରେ, ଏହି ଭୌତିକବାଦୀ ଜୀବନ ଧାରାରେ ଏହି ଲକ୍ଷଣ, ଜନ୍ମ, ମୃତ୍ୟୁ, ରୋଗ ଏବଂ ବୃଦ୍ଧାବସ୍ଥା, ସେମାନେ ବିଭିନ୍ନ ପ୍ରକାରର ଦୁଃଖ । ଏହି ଦୁଷ୍ଟ, ଭୌତିକବାଦୀ, ସେମାନେ ଭାବୁଛନ୍ତି ଯେ ସେମାନେ ଆଗକୁ ବଢ଼ୁଛନ୍ତି, କିନ୍ତୁ ସେମାନଙ୍କ ପାଖରେ କୌଣସି ସମାଧାନ ନାହିଁ ଏହିସବୁ ଜିନିଷ ପାଇଁ। "
680310 - ପ୍ରବଚନ Initiation - ସାନ୍ ଫ୍ରାନ୍ସିସ୍କୋ