OR/680312 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଜୀବନର ସିଦ୍ଧତା ହେଉଛି ନିଜକୁ ବୁଝିବା, ମୁଁ କ’ଣ। ଏହା ହେଉଛି ଆରମ୍ଭ। ମୁଁ କାହିଁକି କଷ୍ଟ ଭୋଗୁଛି? କଣ ଏହି ଦୁଃଖର କୌଣସି ସମାଧାନ ଅଛି? ଆଉ ବହୁତ ଜିନିଷ ଅଛି। ଏହି ପ୍ରଶ୍ନଗୁଡିକ ରହିବା ଉଚିତ୍। ଯଦି ଏହି ପ୍ରଶ୍ନଗୁଡିକ ଜଣେ ମନୁଷ୍ୟ ମନରେ ଜାଗ୍ରତ ହୋଇନି, ଯେ ମୁଁ କ’ଣ? ମୁଁ କାହିଁକି କଷ୍ଟ ଭୋଗୁଛି? ମୁଁ କେଉଁଠାରୁ ଆସିଛି, ଏବଂ ମୋତେ କେଉଁଠାକୁ ଯିବାକୁ ପଡିବ?" ତାହା ହେଲେ ସେ ପଶୁ ସ୍ତରରେ ବୋଲି ବିଚାର କରାଯାଏ । କାରଣ ପଶୁମାନଙ୍କ ପାଖରେ ସେମାନଙ୍କର କୌଣସି ପ୍ରଶ୍ନ ନାହିଁ। ମାନବ ଜୀବନରେ ଏହି ପ୍ରଶ୍ନଗୁଡିକ ଅଛି।"
680312 - Interview - ସାନ୍ ଫ୍ରାନ୍ସିସ୍କୋ