OR/680315 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ କୃଷ୍ଣ ଭାବନା ଭାବିତ ହେବା ଉଚିତ କିମ୍ବା ଭଗବାନ ଭାବନା ଭାବିତ ହେବା ଉଚିତ, କାହିଁକି? କାରଣ ସେ ତୁମର ଆତ୍ମର ମାଲିକ ଏବଂ ସବୁଠାରୁ ଅନ୍ତରଙ୍ଗ ବନ୍ଧୁ, ସୁହୃତ। ୟଥା ଆତ୍ମେଶ୍ୱର । ଆତ୍ମେଶ୍ୱରର ଅର୍ଥ ହେଉଛି ଆମେ ବ୍ୟକ୍ତିଗତ ଆତ୍ମା ଅଟୁ ଏବଂ ସେ ହେଉଛନ୍ତି ମୂଳ ପରଆତ୍ମା । ଠିକ୍ ଯେପରି ଆମ ପାଇଁ ବର୍ତ୍ତମାନ ଆମେ ଏହି ଶରୀରକୁ ପସନ୍ଦ କରୁ, ଆମେ ଏହି ଶରୀରକୁ ଭଲପାଉ ... କାହିଁକି? କାରଣ ଶରୀର ହେଉଛି ଆତ୍ମାର ଉତ୍ପାଦନ। ପ୍ରାଣ ବିନା, ଶରୀର ନାହିଁ । "
680315 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ