OR/680324 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ବ୍ରାହ୍ମଣୀୟ ଯୋଗ୍ୟତା ବର୍ଣ୍ଣନା କରାଯାଇଛି: ସତ୍ୟମ୍ ଶୌଚ ଶମ ଦମ ତିତିକ୍ଷ ଆର୍ଜଭଂ ଜ୍ଞାନଂ ବିଜ୍ଞାନଂ ଆସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ( ଭ.ଗୀ. ୧୮.୪୨) । ଯେଉଁମାନେ ପ୍ରକୃତରେ ବ୍ରାହ୍ମଣ ଅଟନ୍ତି, ସେମାନେ ନିଶ୍ଚିତ ଭାବରେ ସତ୍ୟ, ସର୍ବଦା ପରିଷ୍କାର, ଭିତର ଓ ବାହାରେ । ସତ୍ୟ, ପରିଷ୍କାର ଏବଂ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ଶମ ଦମ, ମନକୁ ନିୟନ୍ତ୍ରଣ କରିବା, ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ମନକୁ ନିୟନ୍ତ୍ରଣ କରିବା; ଶମ ଦମ ତିତିକ୍ଷ, ସହନଶୀଳତା, ତିତିକ୍ଷ, ସହନଶୀଳତା; ଆର୍ଜଭଂ; ସରଳତା; ଏବଂ ଜ୍ଞାନଂ, ଗଭୀର ଭାବରେ ଜ୍ଞାନୀ ହେବା ଆବଶ୍ୟକ; ବିଜ୍ଞାନଂ, ଜୀବନରେ ବ୍ୟବହାରିକ ପ୍ରୟୋଗ; ଜ୍ଞାନଂ ବିଜ୍ଞାନଂ ଆସ୍ତିକ୍ୟଂ, ଶାସ୍ତ୍ର ଏବଂ ଭଗବାନଙ୍କ କିମ୍ବା କୃଷ୍ଣଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ, ଆସ୍ତିକ୍ୟଂ । ବ୍ରହ୍ମକର୍ମ ସ୍ୱଭାବଜମ୍: 'ଏଗୁଡ଼ିକ ହେଉଛି ବ୍ରାହ୍ମଣର ପ୍ରାକୃତିକ କର୍ତ୍ତବ୍ୟ ବା କାର୍ଯ୍ୟ'।
680324 - ପ୍ରବଚନ Initiation - ସାନ୍ ଫ୍ରାନ୍ସିସ୍କୋ