OR/680326 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ ସ୍ପଷ୍ଟ ଭାବରେ କୁହାଯାଇଛି, ମୟି ..., ମଦ-ଆଶ୍ରୟଃ । ମଦ-ଆଶ୍ରୟଃ ଅର୍ଥାତ୍ ସେ ..., ଯିଏ କୃଷ୍ଣ ଚାହୁଁଛନ୍ତି। ତୁମେ କୃଷ୍ଣଙ୍କୁ ତୁମର ପ୍ରେମିକ ଭାବରେ ଚାହିଁପାର। ତୁମେ କୃଷ୍ଣଙ୍କୁ ତୁମର ପୁଅ ଭାବରେ ଚାହିଁପାର। କୃଷ୍ଣ ତୁମର ବନ୍ଧୁ ଭାବରେ ଚାହିଁପାର। ତୁମେ କୃଷ୍ଣଙ୍କୁ ତୁମର ଗୁରୁ ଭାବରେ ଚାହିଁପାର। ତୁମେ କୃଷ୍ଣଙ୍କୁ ପରମପୁରୁଷ ଭାବରେ ଚାହିଁ ପାରିବ। କୃଷ୍ଣଙ୍କ ସହ ଏହି ପାଞ୍ଚ ପ୍ରକାରର ପ୍ରତ୍ୟକ୍ଷ ସମ୍ପର୍କକୁ ଭକ୍ତି କୁହାଯାଏ, ଭକ୍ତି: କୌଣସି ଭୌତିକ ଲାଭ ବିନା। "
680326 - ପ୍ରବଚନ BG 07.01 - ସାନ୍ ଫ୍ରାନ୍ସିସ୍କୋ