OR/680328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସବୁକିଛି, ଆମେ ଯାହା ପାଇଛୁ, କୃଷ୍ଣ ମଧ୍ୟ ସେହି ସବୁ ପାଇଛନ୍ତି। କିନ୍ତୁ କୃଷ୍ଣରେ ଏହା ପୁର୍ଣତାରେ ଅଛି; ଆମ ଭିତରେ, ଆମର ବଦ୍ଧ ଜୀବନ ଅବସ୍ଥାରେ ଏହା ଅସମ୍ପୂର୍ଣ୍ଣ ଅଟେ। ତେଣୁ ଯଦି ଆମେ ନିଜକୁ କୃଷ୍ଣଙ୍କ ସହ ଯୋଡି ହୋଇ ଥାଉ, ତେବେ ଆମର ଏହି ସବୁ ପ୍ରବୃତ୍ତି ସିଦ୍ଧ ହୋଇଥାଏ । ଯେପରି ମୁଁ ବାରମ୍ବାର ଏହି ଉଦାହରଣ ଦେଇସାରିଛି, ଏକ କାର ସତୁରି ମାଇଲ୍ ବେଗରେ ଚାଲୁଛି; ଜଣେ ସାଇକେଲ ଚାଳକ କାର୍ ଧରିଛି, ସେ ମଧ୍ୟ ସତୁରି ମାଇଲ୍ ବେଗରେ ଚାଲେ, ଯଦିଓ ସାଇକଲ ସେପରି ଗତି ପାଇନାହିଁ । ସେହିଭଳି, ଯଦିଓ ଆମେ ଭଗବାନଙ୍କ କ୍ଷୁଦ୍ର କଣିକା, ଯଦି ଆମେ ନିଜକୁ ଭଗବାନଙ୍କ ଚେତନା, କିମ୍ବା କୃଷ୍ଣ ଚେତନା ମୋଡ଼ି ଦେଉ, ତେବେ ଆମେ ସମାନ ଆତ୍ମା ହୋଇଯିବା । ଏହା ହେଉଛି କୌଶଳ । "
680328 - ପ୍ରବଚନ SB 01.03.01-3 - ସାନ୍ ଫ୍ରାନ୍ସିସ୍କୋ