OR/680610b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମଗ୍ର ପ୍ରକ୍ରିୟା ହେଉଛି ଶ୍ରବଣ । ତୁମର କୌଣସି ଶିକ୍ଷା ଆବଶ୍ୟକ ନାହିଁ; ତୁମର କୌଣସି ବୈଜ୍ଞାନିକ ଯୋଗ୍ୟତା ଦରକାର ନାହିଁ, କିଛି ନୁହଁ । ସରଳ ଭାବରେ ଯଦି ଆପଣ ଦୟାକରି ଏଠାକୁ ଆସନ୍ତି ଏବଂ ଏହି ଭଗବଦ୍-ଗୀତା ଏବଂ ଶ୍ରୀମଦ୍-ଭାଗବତମ୍ ଶୁଣନ୍ତି, ତେବେ ଆପଣ ସଂପୂର୍ଣ୍ଣ ଭାବରେ ଶିକ୍ଷିତ ଏବଂ ସମ୍ପୂର୍ଣ୍ଣ ଆତ୍ମ-ସାକ୍ଷାତକାରି ହୋଇ ପାରିବେ । ସରଳ ଭାବରେ । ସ୍ଥାନେ ସ୍ଥିତଃ (Vanisource: SB 10.14.3 । ଭା. ୧୦.୧୪.୩) । ଚୈତନ୍ୟ ମହାପ୍ରଭୂ ଏହି ପ୍ରକ୍ରିୟାକୁ ସୁପାରିଶ କରିଥିଲେ। ଆମେ ଗରିବ ଲୋକଙ୍କୁ ସୁବିଧା ଦେବା ପାଇଁ ଏତେଗୁଡ଼ିଏ ଶାଖା ଖୋଲିବାକୁ ଚେଷ୍ଟା କରୁଛୁ, ଯେଉଁମାନେ ଜାଣନ୍ତି ନାହିଁ ଜୀବନର ଶେଷ କ’ଣ, ମାନବ ଜୀବନର ଉଦ୍ଦେଶ୍ୟ କ’ଣ, ଜଣେ କିପରି ସିଦ୍ଧ ହୋଇପାରିବ । ଏହି ଜ୍ଞାନ, ଏହି ସୂଚନାଗୁଡ଼ିକ ଏଠାରେ ଅଛି । ଆମେ ବଣ୍ଟନ କରିବାକୁ ଚେଷ୍ଟା କରୁଛୁ । ଏହା ମନୋକଳ୍ପିତ ନୁହେଁ; ଏ ସମସ୍ତ ବୈଜ୍ଞାନିକ ଅଟେ। "
680610 - ପ୍ରବଚନ BG 04.05 - ମନ୍ତ୍ରେଆଲ