OR/680616b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ ତୁମେ ବହୁତ ସୁନ୍ଦର କୋଟ୍ ପାଇଛ, ଏବଂ ସେହି କୋଟ୍ ଭିତରେ ତୁମେ ପ୍ରକୃତରେ, ଯେପର୍ଯ୍ୟନ୍ତ ଆମେ ଚିନ୍ତିତ, ବର୍ତ୍ତମାନ ପରିସ୍ଥତିରେ। ବର୍ତ୍ତମାନ, ଯଦି ତୁମେ କେବଳ କୋଟ୍ ଏବଂ ସାର୍ଟର ଯତ୍ନ ନିଅ, ଏବଂ ଯଦି ତୁମେ ତୁମର ପ୍ରକୃତ ବ୍ୟକ୍ତି ଯତ୍ନ ନେଉନାହଁ, ତୁମେ କେତେ ଦିନ ଖୁସି ହୋଇପାରିବ? ତୁମେ ବହୁତ ସୁନ୍ଦର କୋଟ ପାଇଥିବା ସତ୍ୱେ ତୁମେ ବହୁତ ଅସୁବିଧା ଅନୁଭବ କରିବ । ସେହିଭଳି ଏହି ଶରୀର, ଏହି ଭୌତିକ ଶରୀର, ଆମ କୋଟ ପରି । ମୁଁ ପ୍ରକୃତରେ ଆଧ୍ୟାତ୍ମିକ ସ୍ପୁଲିଙ୍ଗ । ଏହା ଶରୀର, ଭୌତିକ, ବାହ୍ୟ ଆଚ୍ଛାଦନ, ଏବଂ ଭିତରର ଆବରଣ ଅଛି: ମନ, ବୁଦ୍ଧି ଏବଂ ଅହଙ୍କାର । ତାହା ହେଉଛି ମୋର ସାର୍ଟ । ତେଣୁ ସାର୍ଟ ଏବଂ କୋଟ୍ । ଏବଂ ସାର୍ଟ ଏବଂ କୋଟ୍ ଭିତରେ, ମୁଁ ପ୍ରକୃତରେ ସେଠାରେ ଅଛି ।
ଦେହିନୋ ଽସ୍ମିନ୍ୟଥା ଦେହେ
କୌମାରଂ ଯୌବନଂ ଜରା ।
ତଥା ଦେହାନ୍ତରପ୍ରାପ୍ତି
ର୍ଧୀରସ୍ତତ୍ର ନ ମୁହ୍ୟତି ॥
( ଭ.ଗୀ. ୨.୧୩) "
680616 - ପ୍ରବଚନ SB 07.06.03 - ମନ୍ତ୍ରେଆଲ