OR/680629 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭକ୍ତମାନେ କର୍ମ ଅଧୀନରେ ନାହାଁନ୍ତି। ବ୍ରହ୍ମ-ସଂହିତାରେ ଏହା ଦର୍ଶାଯାଇଛି ଯେ କର୍ମାଣି ନିର୍ଦହତି କିନ୍ତୁ ଚ ଭକ୍ତି-ଭାଜାଂ (ବ୍ର.ସ. ୫.୫୪)। ପ୍ରହଲ୍ଲାଦ ମହାରାଜ ତାଙ୍କ ପିତାଙ୍କ ଦ୍ଵାରା ବହୁ ନିର୍ଯାତିତ ହୋଇଥିଲେ ମଧ୍ୟ ସେ ପ୍ରଭାବିତ ହୋଇନଥିଲେ। ପ୍ରଭାବିତ ନୁହେଁ। ଉପରି ଭାବରେ ... ଯେପରି ଖ୍ରୀଷ୍ଟିଆନ ବାଇବଲରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ନିର୍ଯାତନା ଦିଆଯାଇଥିଲା, କିନ୍ତୁ ସେ ପ୍ରଭାବିତ ହୋଇନଥିଲେ। ଏହା ହେଉଛି ସାଧାରଣ ମଣିଷ ଏବଂ ଭକ୍ତ, କିମ୍ବା ଦିବ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ। ଦେଖିବାକୁ ଏହା ଦେଖାଯାଏ ଯେ ଜଣେ ଭକ୍ତଙ୍କୁ ନିର୍ଯାତନା ଦିଆଯାଉଛି, କିନ୍ତୁ ସେ ନିର୍ଯ୍ୟାତିତ ନୁହନ୍ତି ।"
680629 - ପ୍ରବଚନ Excerpt - ମନ୍ତ୍ରେଆଲ