OR/680701 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତଥାକଥିତ ଶିକ୍ଷିତ ବ୍ୟକ୍ତି, ସେମାନେ ସେମାନଙ୍କର ବିଶ୍ୱବିଦ୍ୟାଳୟ ଡିଗ୍ରୀ ପାଇଁ ବହୁତ ଗର୍ବିତ, କିନ୍ତୁ ଯଦି ଆପଣ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଚାରନ୍ତି, 'ତୁମେ କ’ଣ? ତୁମେ କେଉଁଠାରୁ ଏହି ଦୁନିଆକୁ ଆସିଛ ଏବଂ ତୁମେ କେଉଁଠାକୁ ଯାଉଛ?' ଓହ, ସେମାନେ କହିବେ, 'ଏ କି ନିର୍ବୋଧତା? ମୁଁ ... ମୁଁ ଜାଣେ ନାହିଁ ମୁଁ କେଉଁଠାରୁ ଆସିଛି, ମୁଁ କେଉଁଠାକୁ ଯାଉଛି। ମୋର ଏଥିପ୍ରତି କୌଣସି ଚିନ୍ତା ନାହିଁ। ମୁଁ ବର୍ତ୍ତମାନର ଜୀବନ ପ୍ରତି ଚିନ୍ତିତ ଅଛି'। କିନ୍ତୁ ବାସ୍ତବରେ, ଆମେ ବର୍ତ୍ତମାନର ଜୀବନ ନୁହଁ । ଏହା କେବଳ ଆମର ଯାତ୍ରାରେ ଏକ ଛୋଟିଆ ସ୍ଥାନ।"
680701 - ପ୍ରବଚନ SB 07.09.08 - ମନ୍ତ୍ରେଆଲ