OR/680702b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଜଣେ ଭକ୍ତଙ୍କୁ ସନ୍ତୁଷ୍ଟ କରିବା ଅତ୍ୟନ୍ତ ସୁନ୍ଦର କଥା । ତେଣୁ ଆମର ପ୍ରକ୍ରିୟା ହେଉଛି ଜଣେ ଭକ୍ତଙ୍କ ଆଶ୍ରୟ ନେବା। ସିଧାସଳଖ ଆମେ କୃଷ୍ଣଙ୍କ ନିକଟକୁ ଯାଉ ନାହୁଁ। ଗୋପି-ଭର୍ତ୍ତୁର ପାଦ-କମଲୟୋର ଦାସ-ଦାସାନୁଦାସ ( ଚ.ଚ. ମଧ୍ୟ ୧୩.୮୦) )। ତେଣୁ ବୃନ୍ଦାବନରେ ଆପଣ ଦେଖିବେ ସମସ୍ତେ ରାଧାରାଣୀଙ୍କୁ ପ୍ରଶଂସା କରୁଛନ୍ତି, କାରଣ ରାଧାରାଣୀ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଏବଂ ରାଧାରାଣୀ ପ୍ରସନ୍ନ ହେବା ମାତ୍ରେ କୃଷ୍ଣ ସ୍ୱତଃ ଭାବରେ ପ୍ରସନ୍ନ ହୁଅନ୍ତି । ଏହା ହେଉଛି ପ୍ରକ୍ରିୟା ।"
680702 - ପ୍ରବଚନ SB 07.09.08 - ମନ୍ତ୍ରେଆଲ