OR/680712 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକେହି ଭଗବାନଙ୍କ ତରଫରୁ ଏହି ବଦ୍ଧ ଆତ୍ମାକୁ ପରମପୁରୁଷ ଘରକୁ ଫେରାଇ ଆଣିବା ପାଇଁ ଏହି ପ୍ରୟାସ କରନ୍ତି, ସେ ଅତ୍ୟନ୍ତ ଅନ୍ତରଙ୍ଗ ଭକ୍ତ, ପ୍ରଭୁଙ୍କର ପ୍ରିୟ ଭକ୍ତ ଭାବରେ ପରିଗଣିତ ହୁଅନ୍ତି। ଏହା ଭଗବଦ୍-ଗୀତାରେ କୁହାଯାଇଛି, ନ ଚ ତସ୍ମାଦ ମନୁଷ୍ୟେଷୁ କଶ୍ଚିଦ ମେ ପ୍ରିୟକୃତ୍ତମଃ ( ଭ.ଗୀ. ୧୮.୬୯) ଯଦି ଆପଣ କୃଷ୍ଣ କିମ୍ବା ଭଗବାନଙ୍କ ପାଇଁ ଅତି ପ୍ରିୟ ହେବାକୁ ଚାହାଁନ୍ତି, ତେବେ ଏହି ମିଶନାରୀ କାର୍ଯ୍ୟକଳାପ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ। ତାହା କ’ଣ? କୃଷ୍ଣ ଚେତନା ବିସ୍ତାର କରନ୍ତୁ । କୃଷ୍ଣ ବହୁତ ଖୁସି ହେବେ।"
680712 - ପ୍ରବଚନ SB 07.09.10 - ମନ୍ତ୍ରେଆଲ