OR/680716 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କୁହନ୍ତି ଯେ ସ୍ଵକର୍ମଣା ତମ ଅର୍ଭ୍ୟଚ୍ୟ । ତୁମେ କେବଳ ନିଜ ବୃତ୍ତିର ଫଳାଫଳ ଦ୍ୱାରା ପରମପୁରୁଷ ଭଗବାନଙ୍କୁ ଉପାସନା କରିବାକୁ ଚେଷ୍ଟା କର। କାରଣ କୃଷ୍ଣ ସବୁକିଛି ଆବଶ୍ୟକ କରନ୍ତି। ତେଣୁ ଯଦି ତୁମେ କୁମ୍ଭକାର, ତୁମେ ହାଣ୍ଡି ଯୋଗାଅ । ଯଦି ତୁମେ ମାଳି, ତୁମେ ଫୁଲ ଯୋଗାଅ । ଯଦି ତୁମେ ତୁମେ ବଢ଼େଇ, ତୁମେ ମନ୍ଦିର ପାଇଁ କାମ କର । ଯଦି ତୁମେ ଧୋବା, ତେବେ ମନ୍ଦିରର ଲୁଗା ଧୋଇ ଦିଅ । ମନ୍ଦିର ହେଉଛି ମଧ୍ୟରେ, କୃଷ୍ଣ। ଏବଂ ସମସ୍ତେ ତାଙ୍କ ସେବା ପ୍ରଦାନ କରିବାର ସୁଯୋଗ ପାଆନ୍ତି । ତେଣୁ ମନ୍ଦିର ପୂଜା ବହୁତ ସୁନ୍ଦର ଅଟେ । ତେଣୁ ଏହି ମନ୍ଦିରକୁ ଏପରି ସଂଗଠିତ କରାଯିବା ଉଚିତ ଯେ ଆମକୁ କୌଣସି ଟଙ୍କା ଦରକାର ନାହିଁ । ତୁମେ ତୁମର ସେବା ଦିଅ । ଖାଲି ଏତିକି। ତୁମେ ତୁମର ସେବାରେ ନିୟୋଜିତ ହୁଅ । ତୁମର ସେବା ପରିବର୍ତ୍ତନ କର ନାହିଁ । କିନ୍ତୁ ତୁମେ ମନ୍ଦିରର ସେବା କରିବାକୁ ଚେଷ୍ଟା କର ଅର୍ଥାତ୍ ପରମପୁରୁଷ ଭଗବାନଙ୍କର - ତୁମର ବୃତ୍ତିଗତ କର୍ତ୍ତବ୍ୟ ଦ୍ୱାରା ।"
680716 - ବାର୍ତ୍ତାଳାପ - ମନ୍ତ୍ରେଆଲ