OR/680817 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମକୁ ନୀତି, ନିର୍ଦେଶ ଦେବା ପାଇଁ ଯେ, ସବୁକିଛି ଭଗବାନଙ୍କର ଅଟେ, ଏହା ହେଉଛି ଆରମ୍ଭ, ଯାହା ଯାହା ଅଛି ତାହା ପ୍ରଦାନ କରିବାକୁ ଚେଷ୍ଟା କରିବା ଉଚିତ୍। କୃଷ୍ଣ ତୁମଠାରୁ ଟିକେ ପାଣି, ଟିକିଏ ଫୁଲ, ଟିକେ ପତ୍ର, କିମ୍ବା ଫଳ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରକୃତରେ କୌଣସି ମୂଲ୍ୟ ନାହିଁ, କିନ୍ତୁ ଯେତେବେଳେ ତୁମେ କୃଷ୍ଣଙ୍କୁ ଦେବା ଆରମ୍ଭ କର, ସେତେବେଳେ ଧୀରେ ଧୀରେ ଏକ ସମୟ ଆସିବ ଯେତେବେଳେ ତୁମେ ଗୋପିଙ୍କ ପରି କୃଷ୍ଣଙ୍କୁ ସବୁକିଛି ଦେବାକୁ ପ୍ରସ୍ତୁତ ହେବ । ଏହା ହେଉଛି ପ୍ରକ୍ରିୟା । ସର୍ବାତ୍ତମନା । ସର୍ବାତ୍ତମନା । ସର୍ବାତ୍ତମନାର ଅର୍ଥ ହେଉଛି ସବୁକିଛି ସହିତ । ଏହା ହେଉଛି ଆମର ପ୍ରାକୃତିକ ଜୀବନ । ଯେତେବେଳେ ଆମେ ଚେତନାରେ ଥାଉ ଯେ 'କିଛି ମୋର ନୁହେଁ । ସବୁକିଛି ଭଗବାନଙ୍କର ଅଟେ, ଏବଂ ସବୁକିଛି ଭଗବାନଙ୍କ ଭୋଗ ପାଇଁ ଉଦ୍ଦିଷ୍ଟ, ମୋ ଇନ୍ଦ୍ରିୟ ଉପଭୋଗ ପାଇଁ ନୁହେଁ', ଯାହାକୁ କୃଷ୍ଣ ଚେତନା କୁହାଯାଏ ।"
680817 - ପ୍ରବଚନ SB 07.09.11 - ମନ୍ତ୍ରେଆଲ