OR/680817b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧ୍ୟାତ୍ମିକ ଗୁରୁ ଅର୍ଥାତ୍ ସେ ନିଶ୍ଚୟ ମେଘ ପରି ହେବା ଉଚିତ୍। ଏହା କିପରି ସମ୍ଭବ? ଏହା ସମ୍ଭବ। ଯଦି ସେ ଆଧ୍ୟାତ୍ମିକ ଗୁରୁଙ୍କ ଶୃଙ୍ଖଳିତ ଉତ୍ତରାଧିକାରୀଙ୍କୁ ଅନୁସରଣ କରନ୍ତି ତେବେ ଏହା ସମ୍ଭବ। ତେବେ ଏହା ସମ୍ଭବ। ସେ ଉତ୍ତରାଧିକାରୀ ଶକ୍ତି ବରିଷ୍ଠ ଉତ୍ସରୁ ପ୍ରାପ୍ତ କରିବା ଆବଶ୍ୟକ । ତା’ହେଲେ ଏହା ସମ୍ଭବ ଯେ ତାଙ୍କ ଶିକ୍ଷା ଦ୍ଵାରା, ଆମ ହୃଦୟରେ ଜଳୁଥିବା ଦାଵା ଅଗ୍ନି ଲିଭାଯାଇ ପାରିବ ଏବଂ ଯିଏ ଏପରି ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରେ, ସେ ସନ୍ତୁଷ୍ଟ ହୁଏ।"
680817 - ପ୍ରବଚନ ଉତ୍ସବ ପ୍ରକଟ ଦିବସ, ଶ୍ରୀ ବ୍ୟାସ-ପୂଜା- ମନ୍ତ୍ରେଆଲ