OR/680817c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପରବର୍ତ୍ତୀ ସମୟରେ ତୁମେ ପ୍ରତ୍ୟେକ ଆଧ୍ୟାତ୍ମିକ ଗୁରୁ ହେବା ଉଚିତ୍। ଆଉ ସେହି କର୍ତ୍ତବ୍ୟ କ’ଣ? ତୁମେ ମୋ ଠାରୁ ଯାହା ଶୁଣୁଛ, ତୁମେ ମୋ ଠାରୁ ଯାହା ଶିଖୁଛ, ତୁମକୁ କୌଣସି ଯୋଗ କିମ୍ବା ପରିବର୍ତ୍ତନ ବିନା ସମାନ ଭାବରେ ବଣ୍ଟନ କରିବାକୁ ପଡିବ। ତା’ପରେ ତୁମେ ସମସ୍ତେ ଆଧ୍ୟାତ୍ମିକ ଗୁରୁ ହୋଇଯିବ । ତାହା ହେଉଛି ଆଧ୍ୟାତ୍ମିକ ଗୁରୁ ହେବାର ବିଜ୍ଞାନ । ଆଧ୍ୟାତ୍ମିକ ଗୁରୁ ଅତ୍ୟଧିକ ନୁହେଁ ... ଆଧ୍ୟାତ୍ମିକ ଗୁରୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଜିନିଷ ନୁହେଁ । କେବଳ ଜଣେ ନିଷ୍କପଟ ଆତ୍ମା ହେବାକୁ ପଡିବ । ଖାଲି ଏତିକି। ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ( ଭ.ଗୀ. ୪.୨) । ଭଗବଦ୍-ଗୀତାରେ କୁହାଯାଇଛି ଯେ "ଶୃଙ୍ଖଳିତ ଉତ୍ତରାଧିକାରୀ ଦ୍ୱାରା ଭଗବଦ୍-ଗୀତାର ଏହି ଯୋଗ ପ୍ରକ୍ରିୟା ଶିଷ୍ୟଠାରୁ ଶିଷ୍ୟକୁ ହସ୍ତାନ୍ତର କରାଯାଇଥିଲା।"
680817 - ପ୍ରବଚନ ଉତ୍ସବ ପ୍ରକଟ ଦିବସ, ଶ୍ରୀ ବ୍ୟାସ-ପୂଜା - ମନ୍ତ୍ରେଆଲ