OR/680829 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯେକୌଣସି ଜୀବ ଯିଏ ଏହି ବସ୍ତୁ ଜଗତରେ ଅଛନ୍ତି, ସେମାନେ ସେହି ଦୁଇଟି ନୀତି ସହିତ ଏଠାକୁ ଆସିଛନ୍ତି - ଇଚ୍ଛା, ଦ୍ଵେଷ । ଇଚ୍ଛା ଅର୍ଥାତ୍ ସେମାନେ ଭୌତିକ ଭୋଗରେ ଖୁସି ହେବାକୁ ଚାହାଁନ୍ତି ଏବଂ ଭଗବାନ କ’ଣ? ମୁଁ ଭଗବାନ" । ଏହି ଦୁଇଟି ଜିନିଷ। ସମଗ୍ର ରୋଗ ଏହି ଦୁଇଟି ନୀତି ଉପରେ - ପ୍ରଭୁଙ୍କ ସର୍ବୋଚ୍ଚତାକୁ ଅସ୍ୱୀକାର କରିବା ଏବଂ ଭୌତିକ ବ୍ୟବସ୍ଥା ଦ୍ୱାରା ଖୁସି ହେବାକୁ ଚେଷ୍ଟା କରିବା। କିନ୍ତୁ ତାହା ସମ୍ଭବ ନୁହେଁ। ଏହା କେବଳ ବିବ୍ରତ କରିବ । କେବଳ ବିବ୍ରତ।"
680829 - ପ୍ରବଚନ SB 07.09.13-14 - ମନ୍ତ୍ରେଆଲ