OR/680830 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ରାଧାରାଣୀ କୃଷ୍ଣଙ୍କର ବିସ୍ତାର । କୃଷ୍ଣ ଶକ୍ତିଶାଳୀ, ଏବଂ ରାଧାରାଣୀ ହେଉଛି ଶକ୍ତି। ଠିକ୍ ଶକ୍ତି ଏବଂ ଶକ୍ତିଶାଳୀ ପରି, ଆପଣ ଅଲଗା କରି ପାରିବେ ନାହିଁ। ଅଗ୍ନି ଏବଂ ଉତ୍ତାପକୁ ଆପଣ ଅଲଗା କରିପାରିବେ ନାହିଁ। ଯେଉଁଠାରେ ଅଗ୍ନି ଥାଏ ସେଠାରେ ଉତ୍ତାପ ଥାଏ ଏବଂ ଯେଉଁଠାରେ ଉତ୍ତାପ ଥାଏ ସେହିପରି, କୃଷ୍ଣ ଯେଉଁଠାରେ ଥାଆନ୍ତି ସେଠାରେ ରାଧା ଅଛନ୍ତି। ଏବଂ ଯେଉଁଠାରେ ରାଧା ଅଛନ୍ତି ସେଠାରେ କୃଷ୍ଣ ଅଛନ୍ତି। ସେମାନେ ଅବିଚ୍ଛେଦ୍ୟ। କିନ୍ତୁ ସେ ଉପଭୋଗ କରୁଛନ୍ତି। ତେଣୁ ସ୍ଵରୂପ ଦାମୋଦୋର ଗୋସ୍ୱାମୀ ରାଧା ଏବଂ କୃଷ୍ଣଙ୍କର ଏହି ଜଟିଳ ଦର୍ଶନକୁ ଗୋଟିଏ ପଦରେ ବର୍ଣ୍ଣନା କରିଛନ୍ତି, ବହୁତ ସୁନ୍ଦର ପଦ। ରାଧା କୃଷ୍ଣ-ପ୍ରଣୟ-ବିକୃତିର୍ ହାଲ୍ଲାଦିନୀ-ଶକ୍ତିର୍ ଅସମାଦ ଏକାତମାନାବ ଆପି ଭୁବି ପୁରା ଦେହ-ଭେଦମ ଗତୌ ତୌ ( ଚ.ଚ. ଆଦି ୧.୫) । ତେଣୁ ରାଧା ଏବଂ କୃଷ୍ଣ ହେଉଛନ୍ତି ଏକ ସର୍ବୋଚ୍ଚ, କିନ୍ତୁ ଉପଭୋଗ କରିବାକୁ, ସେମାନେ ଦୁଇଟିରେ ବିଭକ୍ତ ହୋଇଛନ୍ତି । ପୁନର୍ବାର ପ୍ରଭୁ ଚୈତନ୍ୟ ଦୁହିଁଙ୍କୁ ଯୋଡି ଏକ ହୋଇଥିଲେ । ଚୈତନ୍ୟ ଅକ୍ଷମ ପ୍ରକଟମ ଅଧୁନା । ସେହି ଏକାର ଅର୍ଥ ହେଉଛି ରାଧାଙ୍କ ଭାବରେ କୃଷ୍ଣ ଥାନ୍ତି । ବେଳେବେଳେ କୃଷ୍ଣ ରାଧା ଭାବରେ ରୁହନ୍ତି । ବେଳେବେଳେ ରାଧା କୃଷ୍ଣ ଭାବରେ ରୁହନ୍ତି । ଏହା ଚାଲିଛି । କିନ୍ତୁ ପୁରା କଥା ହେଉଛି ରାଧା ଏବଂ କୃଷ୍ଣଙ୍କର ଅର୍ଥ ହେଉଛି ଏକ, ସର୍ବୋଚ୍ଚ।"
680830 - ପ୍ରବଚନ ଉତ୍ସବ ପ୍ରକଟ ଦିବସ, ଶ୍ରୀମତି ରାଧାରାଣୀ, ରାଧାଷ୍ଟମୀ - ମନ୍ତ୍ରେଆଲ