OR/680905b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ଏହା କୁହାଯାଇ ଅଛି, ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ( ଭ.ଗୀ. ୪.୧୩) । ଏହି ଚାରୋଟି ଶ୍ରେଣୀର ବିଭାଜନ ବିଭିନ୍ନ ଗୁଣ ଅନୁଯାୟୀ ହୋଇଅଛି, ଏବଂ କୃଷ୍ଣ କୁହନ୍ତି, କିମ୍ବା ଭଗବାନ କୁହନ୍ତି, ତାହା ହେଉଛି ମୋର ସୃଷ୍ଟି । ତେଣୁ ତାଙ୍କ ସୃଷ୍ଟିର କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ । ଯେପରି ଭଗବାନଙ୍କ ସୃଷ୍ଟି ସୂର୍ଯ୍ୟ ଅଟେ । ପ୍ରତ୍ୟେକ ଦେଶରେ ସୂର୍ଯ୍ୟ ଅଛି, ଏହା ନୁହେଁ ଯେ ଭାରତରେ ଏକ ସୂର୍ଯ୍ୟ ଦେଖାଯାଏ । ପ୍ରତ୍ୟେକ ଦେଶରେ ଚନ୍ଦ୍ର ଅଛି । ସେହିଭଳି ଏହି ଜାତି ପ୍ରଣାଳୀ ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ସମାଜରେ ଉପସ୍ଥିତ, କିନ୍ତୁ ଏହାକୁ ଭିନ୍ନ ନାମରେ କୁହାଯାଇପାରେ।"
680905 - ପ୍ରବଚନ ଦୀକ୍ଷା ଓ ବିବାହ - ନିୟୁର୍କ