OR/680910b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଠାରେ କ୍ଳେଶ ଅଛି, ଏଠାରେ କିମ୍ବା ଭାରତ କିମ୍ବା ନର୍କ କିମ୍ବା ସ୍ୱର୍ଗ - ଏହି ଭୌତିକ ଜଗତର ଯେକୌଣସି ସ୍ଥାନରେ ଯନ୍ତ୍ରଣା ଭୋଗୁଛି। କିନ୍ତୁ ଲୋକମାନେ ଏତେ ମୂର୍ଖ ଅଟନ୍ତି ଯେ କେବଳ ଏକ ସୁନ୍ଦର ମୋଟରକାର କିମ୍ବା ଆକାଶ ଛୁଆ କୋଠା ଥିବାରୁ ସେ ଭାବନ୍ତି ଯେ ମୋର ସମସ୍ତ ସମସ୍ୟାର ସମାଧାନ ହୋଇଛି।" ସେ ଜାଣନ୍ତି ନାହିଁ ଯେ "ଏହି ଜୀବନ କେବଳ କ୍ଷଣଭଙ୍ଗୁର ଅଟେ । ମୁଁ ଅନନ୍ତ ଅଟେ। "ଧରାଯାଉ ମୁଁ ଆମେରିକୀୟ ଭାବରେ ଜନ୍ମ ହେବା ଭଳି କିଛି ଆରାମଦାୟକ ପରିସ୍ଥିତି ପାଇଛି। ମୁଁ କେତେ ଦିନ ଆମେରିକୀୟ ରହିବି? କୁହ, ପଚାଶ ବର୍ଷ କିମ୍ବା ଶହେ ବର୍ଷ। କେବେଳ ସେତିକି।"
680910 - ପ୍ରବଚନ SB 06.01.07 - ସାନ୍ ଫ୍ରାନ୍ସିସ୍କୋ