OR/680911b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆତ୍ମସମର୍ପଣ ନକରି, ନିୟନ୍ତ୍ରକ ଏବଂ ଶକ୍ତି, ସେ କିପରି ସବୁକିଛି ନିୟନ୍ତ୍ରଣ କରୁଛନ୍ତି ତାହା ବୁଝିବା ଅତ୍ୟନ୍ତ କଷ୍ଟକର । ତୁଭ୍ୟାର୍ପ ପ୍ରପନ୍ନାୟ ଅଶେଷତଃ ସମଗ୍ରେଣ ଉପଦେକ୍ଷାମି । ଏହା ହେଉଛି ସର୍ତ୍ତ। ପରବର୍ତ୍ତୀ ଅଧ୍ୟାୟରେ ଆପଣ ପାଇବେ କୃଷ୍ଣ କୁହୁଛନ୍ତି, ନାହଂ ପ୍ରକାଶଃ ସର୍ବସ୍ୟ ( ଭ.ଗୀ. ୭.୨୫) ଯେପରି ତୁମେ ଯଦି କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କର, ଯଦି ତୁମେ ଅନୁଷ୍ଠାନର ନିୟମ ଏବଂ ନିୟମାବଳୀରେ ନିଜକୁ ସମର୍ପଣ କରୁନାହଁ, ତୁମେ କିପରି ଅନୁଷ୍ଠାନ ଦ୍ୱାରା ଦିଆଯାଇଥିବା ଜ୍ଞାନର ଲାଭ ପାଇପାରିବ ?"
680911 - ପ୍ରବଚନ BG 07.02 - ସାନ୍ ଫ୍ରାନ୍ସିସ୍କୋ