OR/680912 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯେକେହି, ... ରେ ... ତଥାପି ... ଗୋଟିଏ କୁକୁର, ଏପରି ଘୃଣ୍ୟ ଅବସ୍ଥାରେ, ତଥାପି ସେ ଆନନ୍ଦିତ ଅଟେ। ସେ ଭାବେ, "ମୁଁ ବହୁତ ଖୁସି ଅଟେ" । ଗୋଟିଏ ଘୁଷୁରୀ, ଯେକୌଣସି ପ୍ରାଣୀ ... ଆମେ ମଣିଷ; ଆମକୁ ଜୀବନର ଉନ୍ନତ ସୁବିଧା ଦିଆଯାଉଛି। ପ୍ରାଣୀମାନଙ୍କୁ ପ୍ରକୃତି ଦ୍ୱାରା ଏତେ ସୁବିଧା ଦିଆଯାଇନଥାଏ, ତଥାପି, ସେମାନେ ଖୁସି ଅନୁଭବ କରନ୍ତି । ଯଦି ଆମେ କହିବା, ଅବଶ୍ୟ ସିଧା, କେହି ଦୁଃଖିତ ହୋଇପାରନ୍ତି, କିନ୍ତୁ ଏହା ପ୍ରକୃତିର ନିୟମ । ତେଣୁ ଘୃଣ୍ୟ ଅବସ୍ଥା । ଏହା ହୋଇପାରେ, ଜଣେ ଅନୁଭବ କରେ ଯେ ସେ ଖୁସି ଅଛନ୍ତି। "
680912 - ପ୍ରବଚନ SB 06.01.06-15 - ସାନ୍ ଫ୍ରାନ୍ସିସ୍କୋ