OR/680914 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତା ରେ ଆପଣ ଦେଖିବେ ଯେ ଏହି କୀର୍ତନକୁ କ୍ରମାଗତ ଭାବରେ ପରାମର୍ଶ ଦିଆଯାଇଛି। ସତତମ୍। ସତତମ୍ ର ଅର୍ଥ ସର୍ବଦା। ଉତ୍ତମ ଅବସ୍ଥାରେ କିମ୍ବା ତୃଟିପୁର୍ଣ ଅବସ୍ଥାରେ, ପ୍ରକ୍ରିୟା ଗୋଟିଏ ଅଟେ। ଏହା ମାୟାବାଦିଙ୍କ ପରି ନୁହେଁ, ସର୍ବପ୍ରଥମେ ଜପ କର ଏବଂ ଜପ କରିବା ଦ୍ୱାରା ଯେତେବେଳେ ତୁମେ ଭଗବାନ ହୁଅ, ସେତେବେଳେ କୌଣସି ଜପ ନାହିଁ - ବନ୍ଦ କର । ଏହା ହେଉଛି ମାୟାବାଦି ଦର୍ଶନ। ଏହା ପ୍ରକୃତ ସ୍ଥିତି ନୁହେଁ। ତୁମର ସର୍ବୋଚ୍ଚ ସିଦ୍ଧ ଅବସ୍ଥାରେ ମଧ୍ୟ ଜପ ଜାରି ରହିବ ।"
680914 - ପ୍ରବଚନ ଉଦ୍ଧୃତ - ସାନ୍ ଫ୍ରାନ୍ସିସ୍କୋ