OR/680913 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଟିକିଏ ଫୁଲ ସହିତ, ଅଳ୍ପ ଫଳ, ଅଳ୍ପ ପାଣି ସହିତ କୃଷ୍ଣଙ୍କୁ ଉପାସନା କରିପାରିବା, କେବଳ ଏତିକି । ଏହା କେତେ ସର୍ବଯାନିନ ! ଟିକିଏ ଫୁଲ, ଟିକିଏ ଫଳ, ଟିକିଏ ପାଣି କୌଣସି ଗରିବ ଲୋକ ସଂଗ୍ରହ କରି ପାରିବେ। କୃଷ୍ଣଙ୍କୁ ପୂଜା କରିବା ପାଇଁ ତୁମେ ହଜାର ହଜାର ଟଙ୍କା ରୋଜଗାର କରିବା ଆବଶ୍ୟକ ନାହିଁ । କୃଷ୍ଣ ତୁମକୁ କାହିଁକି ପଚାରିବେ, ତୁମେ ଡଲାର କିମ୍ବା ଲକ୍ଷ ଲକ୍ଷ ଟଙ୍କା ଦାନ କର ବୋଲି? ନା। ସେ ନିଜେ ପୂର୍ଣ୍ଣ ଅଟନ୍ତି। ସେ ସବୁକିଛି ପାଇଛନ୍ତି, ତେଣୁ ସେ ଭିକାରୀ ନୁହଁନ୍ତି। କିନ୍ତୁ ସେ ଭିକାରୀ। କେଉଁ ଅର୍ଥରେ? ସେ ତୁମର ପ୍ରେମ ଭିକ୍ଷା କରୁଛନ୍ତି।"
680913 - ପ୍ରବଚନ BS 5.29-30 - ସାନ୍ ଫ୍ରାନ୍ସିସ୍କୋ