OR/680924c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବଶେଷରେ, ଯେକେହି ଚେତନାକୁ ଆସୁଛନ୍ତି, ପୁରୁଷ କିମ୍ବା ମହିଳା, ପୁଅ କିମ୍ବା ଝିଅ, ସେମାନେ ସ୍ୱାଗତଯୋଗ୍ୟ। ସେମାନେ ବହୁତ ଭାଗ୍ୟବାନ ଅଟନ୍ତି। ଆପଣ ଦେଖି ପାରୁଛନ୍ତି । ଏବଂ "ପ୍ରଭୁ" ସମ୍ବୋଧନ କରିବାର ଅର୍ଥ ହେଉଛି" ତୁମେ ମୋର ମାଲିକ। "ପ୍ରଭୁର ଅର୍ଥ ହେଉଛି ମାଲିକ"। ତାହା ହେଲା... ପ୍ରଭୁର ଅର୍ଥ ମାଲିକ । ଏବଂ "ପ୍ରଭୁପାଦ" ଅର୍ଥାତ୍ ଅନେକ ଗୁରୁ, ଯେଉଁମାନେ ତାଙ୍କ ଚରଣ କମଳରେ ପ୍ରଣାମ କରନ୍ତି । ତାହା ହେଉଛି ପ୍ରଭୁପାଦ । ତେଣୁ ପ୍ରତ୍ୟେକ, ଅନ୍ୟମାନଙ୍କୁ "ମୋର ମାଲିକ" ଭାବରେ ବ୍ୟବହାର କରିବେ । ଏହା ହେଉଛି ବୈଷ୍ଣବ ପ୍ରଣାଳୀ ।"
680924 - ବାର୍ତ୍ତାଳାପ - ସିଆଟେଲ