OR/680925 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକେହି ପ୍ରଭୁ ଚୈତନ୍ୟ ଯାହା କହିଛନ୍ତି, କୃଷ୍ଣ ଯାହା କହିଛନ୍ତି, ଠିକ୍ ତାହା ହିଁ କୁହନ୍ତି, ତେବେ ସେ ଆଧ୍ୟାତ୍ମିକ ଗୁରୁ ଅଟନ୍ତି। ଠିକ୍ ଜଣେ ଶିକ୍ଷକ ଯିଏ କୁହନ୍ତି ଯେ 'ମୁଁ M.A ପାସ୍ କରିଛି'। ବର୍ତ୍ତମାନ ଏହାର ପ୍ରମାଣ କ’ଣ? ଏହାର ଅର୍ଥ ଯଦି ସେ, ଯେଉଁମାନେ MA ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଠିକ୍ ତାଙ୍କ ପରି କଥା କୁହନ୍ତି ତା’ହେଲେ ସେ ହେଉଛନ୍ତି ଜଣେ MA । ଜଣେ ମେଡିକାଲ୍ ପ୍ରାକ୍ଟିସର୍ ଯିଏ ମେଡିକାଲ୍ କଲେଜରେ ଅନ୍ୟ ମେଡିକାଲ୍ ପ୍ରାକ୍ଟିସର୍ଙ୍କ ଦ୍ଵାରା ଅନୁମୋଦିତ, ସେ ମେଡିକାଲ୍ ପ୍ରାକ୍ଟିସର୍ ଅଟନ୍ତି । ସେହିଭଳି ଯଦି ଆପଣ ପରୀକ୍ଷା କରିବାକୁ ଚାହାଁନ୍ତି କିଏ ଆଧ୍ୟାତ୍ମିକ ଗୁରୁ, ତେବେ ଆପଣଙ୍କୁ ଆଧ୍ୟାତ୍ମିକ ମାନକ ଦେଖିବାକୁ ପଡିବ, କୃଷ୍ଣ ଏବଂ ପ୍ରଭୁ ଚୈତନ୍ୟ କିମ୍ବା ସମାନ। ଏପରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଅଛନ୍ତି ..., ପ୍ରଭୁ ବୁଦ୍ଧ, ସେମାନେ ମଧ୍ୟ ଆଧ୍ୟାତ୍ମିକ ଗୁରୁ, କିନ୍ତୁ ସେମାନେ ଭିନ୍ନ ପରିସ୍ଥିତିରେ ଶିକ୍ଷା ଦେଇଥିଲେ। ଏହା ଅଲଗା କଥା। କିନ୍ତୁ ଯଦି ଆପଣ ଜାଣିବାକୁ ଚାହାଁନ୍ତି କିଏ ଆଧ୍ୟାତ୍ମିକ ଗୁରୁ, ତା’ହେଲେ ତୁମେ ତାଙ୍କୁ ପରୀକ୍ଷା କରିବାକୁ ପଡିବ ଯେ ସେ ପ୍ରକୃତ ଆଧ୍ୟାତ୍ମିକ ଗୁରୁଙ୍କ ପରି ଠିକ୍ କହୁଛନ୍ତି କି?”
680925 - ପ୍ରବଚନ TLC - ସିଆଟେଲ