OR/680927 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଦୁଃଖ ସବୁବେଳେ ଅଛି । ସମସ୍ତେ ଦୁଃଖରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତି, ଏହା ଏକ ସତ୍ୟ। ସମଗ୍ର ସଂଗ୍ରାମ ହେଉଛି ଦୁଃଖରୁ ମୁକ୍ତି ପାଇବା ପାଇଁ । କିନ୍ତୁ ବିଭିନ୍ନ ପ୍ରକାରର ପ୍ରେସକ୍ରିପସନ୍ ଅଛି। କେହି କେହି କୁହନ୍ତି ଯେ ତୁମେ ଯନ୍ତ୍ରଣାରୁ ଏହିପରି ଭାବରେ ମୁକ୍ତି ପାଇବ, କେହି ଜଣେ କୁହନ୍ତି ଯେ ତୁମେ ସେହି ଉପାୟରେ ଯନ୍ତ୍ରଣାରୁ ମୁକ୍ତି ପାଇବ । ତେଣୁ ସେଠାରେ ଆଧୁନିକ ବୈଜ୍ଞାନିକ, ଦାର୍ଶନିକ, ନାସ୍ତିକ କିମ୍ବା ଧର୍ମବାଦୀ, କର୍ମୀଙ୍କ ଦ୍ଵାରା ପ୍ରେସକ୍ରିପସନ୍ ଅଛି, ବହୁତ କିଛି ଅଛି । କିନ୍ତୁ କୃଷ୍ଣ ଚେତନା ଆନ୍ଦୋଳନ ଅନୁଯାୟୀ , ତୁମେ ଯଦି ତୁମର ଚେତନାକୁ ପରିବର୍ତ୍ତନ କର, ତୁମେ ସମସ୍ତ ଦୁଃଖରୁ ମୁକ୍ତି ପାଇ ପାରିବ, ତାହା ହିଁ ହେଉଛି କୃଷ୍ଣ ଚେତନା । ଯେହେତୁ ମୁଁ ତୁମକୁ ଅନେକ ଥର ଉଦାହରଣ ଦେଇଛି ... ଆମର ସମସ୍ତ ଦୁଃଖ ଜ୍ଞାନର ଅଭାବ, ଅଜ୍ଞତା ହେତୁ ହୋଇଥାଏ । ସେହି ଜ୍ଞାନ ଉତ୍ତମ ଗୁରୁଙ୍କ ସଂସ୍ପର୍ଶ ଆସି ହାସଲ କରଯାଇ ପାରିବ ।"
680927 - ପ୍ରବଚନ - ସିଆଟେଲ