OR/681011 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି କୃଷ୍ଣ ଚେତନା ଆନ୍ଦୋଳନ, ଆମେ ସର୍ବୋଚ୍ଚ ନେତା ପରମପୁରୁଷ ଭଗବାନଙ୍କ ଉପାସନା କରୁଛୁ। ମାନବ ସମାଜ ନେତା ବିନା କାର୍ଯ୍ୟ କରିପାରିବ ନାହିଁ। ଆପଣ ଯେଉଁଆଡେ ଯାଆନ୍ତୁ, ଯେକୌଣସି ଦେଶ, ଯେକୌଣସି ରାଷ୍ଟ୍ର, ଯେକୌଣସି ସମାଜ, ଯେକୌଣସି ସମ୍ପ୍ରଦାୟ, ଯେକୌଣସି ପରିବାର, ଜଣେ ନେତା ଅଛନ୍ତି। ତେଣୁ ଜଣେ ସର୍ବୋଚ୍ଚ ନେତା ଅଛନ୍ତି ବୋଲି ବେଦ ନିର୍ଦ୍ଦେଶ ଦେଇଛନ୍ତି। ନିତ୍ୟୋ ନିତ୍ୟନାଂ ଚେତନାଶ୍ ଚେତନାନାଂ ଏକୋ ବହୁନାଂ ବିଦଧାତି କାମାନ୍ (କଠ ଉପନିଷଦ ୨.୨.୧୩) । କଠ ଉପନିଷଦ ରେ ଏହା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ।"
681011 - ପ୍ରବଚନ - ସିଆଟେଲ