OR/681011b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଚେତନା ସୂତ୍ର ବୁଝିବା ଅତି ସରଳ ଅଟେ। ଯେକେହି ବୁଝିପାରିବେ। ଠିକ୍ ଏହି ଶରୀର ପରି, ଯେପର୍ଯ୍ୟନ୍ତ ଆତ୍ମା ଏହି ଶରୀର ଭିତରେ ଅଛି, ଚେତନା ମଧ୍ୟ ଅଛି। ଠିକ୍ ସୂର୍ଯ୍ୟ ଯେତେବେଳ ପର୍ଯ୍ୟନ୍ତ ଦେଖାଯାଏ, ଉତ୍ତାପ ଏବଂ ସୂର୍ଯ୍ୟ କିରଣ ସେତେବେଳ ଯାଏଁ ଅଛି । ସେହିପରି ଯେତେ ଦିନ ପର୍ଯ୍ୟନ୍ତ ଆତ୍ମା ଏହି ଶରୀର ଭିତରେ ଅଛି, ଆମେ ଏହି ଚେତନା ପାଇଛୁ। ଏବଂ ଆତ୍ମା ଏହି ଶରୀରରୁ ଚାଲିଯିବା ମାତ୍ରେ କୌଣସି ଚେତନା ନାହିଁ। "
681011 - ପ୍ରବଚନ - ସିଆଟେଲ