OR/681018 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଗୋବିନ୍ଦଙ୍କୁ ଉପାସନା କରୁଛୁ, ପରମପୁରୁଷ ଭଗବାନ, ମୂଳ ବ୍ୟକ୍ତି। ତେଣୁ ଏହି ଧ୍ୱନି, ଗୋବିନ୍ଦମ୍ ଆଦି-ପୁରୁଷମ୍ ତମ୍ ଅହଂ ଭଜାମି, ତାଙ୍କ ନିକଟରେ ପହଞ୍ଚୁଛି। ସେ ଶୁଣୁଛନ୍ତି। ଆପଣ କହିପାରିବେ ନାହିଁ ଯେ ସେ ଶୁଣୁ ନାହାଁନ୍ତି। ଆପଣ କହିପାରିବେ କି? ନା? । ବିଶେଷକରି ଏହି ବୈଜ୍ଞାନିକ ଯୁଗରେ, ଯେତେବେଳେ ଟେଲିଭିଜନ୍, ରେଡିଓ ବାର୍ତ୍ତା ହଜାର ହଜାର ମାଇଲ ଦୂରକୁ ପ୍ରସାରିତ ହୁଏ, ଏବଂ ଆପଣ ଶୁଣିପାରିବେ, ବର୍ତ୍ତମାନ ଆପଣ କାହିଁକି...? କୃଷ୍ଣ ତୁମର ପ୍ରାର୍ଥନା, ଆନ୍ତରିକ ପ୍ରାର୍ଥନା କାହିଁକି ଶୁଣିପାରିବେ ନାହିଁ? ଆପଣ ଏହାକୁ କିପରି କହିପାରିବେ? ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ।"
681018 - ପ୍ରବଚନ - ସିଆଟେଲ